ଆଜି ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ

ଭୁବନେଶ୍ୱର: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ୧୮୬୯ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ।ଭାରତକୁ ଗୋଟିଏ ସୁତ୍ରରେ…

Read More

ଆଜି ପ୍ରସାରିତ ହେବ ପ୍ରାମାଣିକ ଚଳଚ୍ଚିତ୍ର ‘ଓଡ଼ିଶାରେ ଗାନ୍ଧିଜୀ’

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀ ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶୁକ୍ରବାର ଦିନ ଓଡ଼ିଶା ସାହିତ୍ୟ ଏକାଡେମୀର ଏକ…

Read More

ହାଥରସ ପୀଡିତାଙ୍କର ହୋଇନାହିଁ ଦୁଷ୍କର୍ମ: ବ୍ୟବଚ୍ଛେଦ ରିପୋର୍ଟ

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ମାମଲାରେ ନୂଆ ମୋଡ଼ । ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆଣିଛି ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଯୁବତୀଙ୍କ ସହ…

Read More

ଆଜିଠୁ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଛି ବର୍ଷା । ରାଜଧାନୀ…

Read More

ୟୁପି ଗଣଦୁଷ୍କର୍ମ ଘଟଣା: ପୀଡିତାଙ୍କ ପରିବାର ସହ କଥା ହେଲେ ଯୋଗୀ

ହାଥରସ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଏବେ ସାରାଦେଶରେ ପାଲଟିଛି ଚର୍ଚ୍ଚାର ବିଷୟ । ଏହାକୁ ନେଇ ଚାରିଆଡେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଏହା ମଧ୍ୟରେ ପୀଡିତାଙ୍କ…

Read More

ସୁପରସୋନିକ୍ କ୍ରୁଜ ମିସାଇଲ୍ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ସ୍ୱଦେଶୀ ବୁଷ୍ଟର ଏବଂ ଏୟାରଫ୍ରେମ୍ ସେକ୍ସନ ସହିତ ଅନ୍ୟ କେତେଗୁଡ଼ିଏ “ମେଡ଼୍ ଇନ୍ ଇଣ୍ଡିଆ” ଉପ ପ୍ରଣାଳୀରେ ସଂଯୁକ୍ତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପକ୍ଷମ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସକୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ସ୍ଥିତ ଆଇଟିଆର ଠାରୁ ଆଜି (30 ସେପ୍ଟେମ୍ବର, 2020) ପୂର୍ବାହ୍ନ 10.30 ମିନିଟ ସମୟରେ ସଫଳତାର ସହିତ ପରୀକ୍ଷଣ କରାଯାଇଛି ।ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ରେଞ୍ଜର ଲକ୍ଷ୍ୟ ଭେଦ କରିଛି । ସ୍ୱଦେଶୀକରଣର ବିସ୍ତାର ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।ଭୂପୃଷ୍ଠରୁ ଆକ୍ରମଣ କ୍ଷମତାଧାରୀ ଏହି ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ର (ଏଲଏସିଏମ)ର ସର୍ବାଧିକ ଗତି ମାକ 2.8 ଥିବା କୁହାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ସଫଳତା ସକାଶେ ଡିଆରଡିଓର ସମସ୍ତ ବୈଜ୍ଞାନିକ ତଥା କର୍ମଚାରୀ ଯେଉଁମାନେ କି ବ୍ରହ୍ମୋସ୍ ଟିମରେ ସାମିଲ ସେମାନଙ୍କୁ ବଧେଇ ଜଣାଇଛନ୍ତି ।ଡିଡ଼ି ଆର ଏଣ୍ଡ ଡ଼ି ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଏଭଳି ସଫଳତା ସକାଶେ ବୈଜ୍ଞାନିକ ଗୋଷ୍ଠୀ ଏବଂ ଏହି ପ୍ରକଳ୍ପ ଟିମକୁ ଶୁଭକାମନା ଜ୍ଞାପନ କରିଛନ୍ତି । ଆଜିର ଏହି ସଫଳ ଉତକ୍ଷେପଣ ଦ୍ୱାରା ଆତ୍ମ ନିର୍ଭର ଭାରତର ସଂକଳ୍ପ ସାକାର ହେବା ସହିତ ଶକ୍ତିଶାଳୀ ବ୍ରହ୍ମୋସ୍ ଅସ୍ତ୍ରବ୍ୟବସ୍ଥା ପାଇଁ ସ୍ୱଦେଶୀ ବୁଷ୍ଟର ଏବଂ ଅନ୍ୟ ସ୍ୱଦେଶୀ ଉପକରଣର ଶୃଙ୍ଖଳାବଦ୍ଧ ଉତ୍ପାଦନର ମାର୍ଗ ପ୍ରଶସ୍ତ ହୋଇପାରିଛି ।

କରୋନା ମୁକବିଲା ନେଇ ଓଡିଶାକୁ ‘ହୁ’ ର ପ୍ରଶଂସା

ଭୁବନେଶ୍ୱର: କୋଭିଡ ମୁକାବିଲା ନେଇ ଓଡ଼ିଶାକୁ WHO ପ୍ରଶଂସା କରିଛି । କୋଭିଡ ମୁକାବିଲାରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏହାସହ GPକୁ ସ୍ବତନ୍ତ୍ର…

Read More

ହାଥରସ ଗଣଦୁଷ୍କର୍ମ ମାମଲା: ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ୟୁପି ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଛି। ଗୃହ ସଚିବଙ୍କ ନେତୃତ୍ୱରେ ୩ ଜଣିଆ ଏସଆଇଟି ଟିମ୍ ଗଠନ…

Read More

ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା

ପୁରୀ: ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା । ମନ୍ଦିର ଭିତରକୁ ପାନ, ଗୁଟଖା ଖାଇ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଶ୍ରୀମନ୍ଦିର ପରିସରରେ କୌଣସି…

Read More

ଲୋକପ୍ରିୟ ପତ୍ରିକା ଜହ୍ନମାମୁଁର କାର୍ଟୁନିଷ୍ଟ କେ.ସି ଶିବଶଙ୍କର ଦେହାନ୍ତ

ଭୁବନେଶ୍ୱର: ଲୋକପ୍ରିୟ ପତ୍ରିକା ‘ଜହ୍ନମାମୁଁ’ର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କରଙ୍କ ଦେହାନ୍ତ ଘଟିଛି। ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ…

Read More