ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରର ନୂଆ ଡିସିପି ଉମାଶଙ୍କର ଦାଶ ।ପୁରୀର ନୂଆ ଏସପି ଅଖିଳେଶ୍ୱର ସିଂ । ସାଗରିକା ନାଥଙ୍କୁ ସୁନ୍ଦରଗଡ଼ ଏସପି ଭାବେ ବଦଳି । ଅନୁପ କୁମାର ସାହୁ ଗୁଇନ୍ଦା ବିଭାଗ ଡିଆଇଜି । ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି । ପ୍ରବୀଣ କୁମାରଙ୍କୁ ଆଇଜି ଆଇନ ଶୃଙ୍ଖଳା ଦାୟିତ୍ଵ ।

ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

Leave a Reply

Your email address will not be published. Required fields are marked *