ୟୁମିର ନୂଆ ଅଫିସ

ଭୁବନେଶ୍ୱର: ଅଳ୍ପ ଦିନ ମଧ୍ୟରେ ଆରମ୍ଭ ହୋଇଥିବା ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ୟୁମି ଆଜି ନୁଆ ଅଫିସରେ ଗୃହ ପ୍ରବଶ କରିଛି। ଏହି ଅଫିସ ପ୍ରବେଶ କାର୍ଯ୍ୟକ୍ରମକୁ ଓଡ଼ିଆ ଶିଶୁ ଚଳଚିତ୍ର ତାରକା ବିଶ୍ବନାଥ ପରିଡା ଆନୁଷ୍ଠାନିକ ଭା
ବେ ଉଦଘାଟନ କରିଥିଲେ । ଜନ୍ମଦିନ, ବିବାହ ବାର୍ଷିକି, ଅଫିସ ପାର୍ଟି, କେକ୍ ହୋମ ଡେଲିଭରି, ସର୍ପ୍ରାଇଜ ଇଭେଣ୍ଟସ, ମିନି ସେଲିବ୍ରେସନ, ପର୍ସୋନାଲାଇଜ୍ଡ଼ ବେଲୁନ ଡକୋରେସନ, ସେଲିବ୍ରେସନ ପ୍ଲେସ ଡେକୋରେସନ, ହୋମ ଡେକୋରେସନ ଇଭେଣ୍ଟସ ଆଦି କ୍ଷେତ୍ରରେ ଭୁବନେଶ୍ବର ତଥା ଓଡିଶା ସ୍ତରରେ କାମ କରୁଥିବା ସବୁଠାରୁ ବଡ଼ ଓ ଭରସା ଯୋଗ୍ୟ କମ୍ପାନୀ ୟୂମି ନିଜ ସମୟନୁବର୍ତ୍ତିତା ଓ ଉଚ୍ଚମାନର ସେବା ପାଇଁ ଅଳ୍ପ ସମୟ ମଧ୍ୟରେ ଖ୍ୟାତି ଅର୍ଜନ କରିପାରିଛି । ଓଡ଼ିଶା ବାହାରେ ରହୁଥିବା ଲୋକ ନିଜ ପରିବାର ତଥା ସମ୍ପର୍କୀୟଙ୍କ ପାଖକୁ ଜନ୍ମଦିନ, ଆନିଭର୍ସରୀ ଆଦିରେ କେକ୍ ଓ ଉପହାର ପଠେଇବା ନିମନ୍ତେ ୟୁମିକୁ ପସନ୍ଦ କରୁଛନ୍ତି ।ଏହି ନୂତନ ଅଫିସ ପ୍ରବେଶ କାର୍ଯ୍ୟକ୍ରମ ରେ କମ୍ପାନୀର ମ୍ୟାନେଜିଙ୍ଗ ଡାଇରେକ୍ଟର ପବିତ୍ର କୁମାର ସାହୁ ତଥା ନେକ୍ସାଇଟ୍ ର ଫାଉଣ୍ଡର ଓ ସିଇଓ ଚିତରଞ୍ଜନ ବେହେରା ଙ୍କ ସହ ଅନ୍ୟାନ୍ୟ ନିବେଶକ ଅଧିକାରୀ କର୍ମଚାରୀ ଅନିଶ ରଥ ସ୍ବେତକ୍ରିଷ୍ନ ମାଝି, ମୋନାଲିସା ଦାଶ, ବିକ୍ରମ ଆଚାର୍ଯ୍ୟ ଆଦି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *