ଟିକଟକ୍ ସମେତ ବ୍ୟାନ ହୋଇଛି ୫୯ ଟି ଆପ: ଜାଣନ୍ତୁ ଏହାର ବିକଳ୍ପ

ଭୁବନେଶ୍ୱର: ଟିକଟକ ସମେତ ୫୯ ଟି ଚାଇନିଜ ଆପ ଉପରେ ରୋକ୍ ଲଗାଇଛି ଭାରତ । ବର୍ତ୍ତମାନ ଏହିସବୁ ଆପକୁ ଭାରତରୁ ବ୍ୟାନ କରାଯାଇଛି। ତେବେ ସବୁଠୁ ଅଧିକ ଲୋକପ୍ରିୟ ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ମଧ୍ୟ ଡିଲିଟ୍ କରିଦିଆଯାଇଛି । ତେବେ ବ୍ୟାନ ହୋଇଥିବା ଏହି ଚାଇନିଜ ଆପର ବିକଳ୍ପ କ’ଣ ରହିଛି ଆସନ୍ତୁ ଜାଣିବା…

ବ୍ୟାନ ଆପ ଜେଣ୍ଡର ଓ ସେୟାର ଇଟ (ଫିଲ୍ମ ଓ ବଡ ଫାଇଲ ଟ୍ରାନ୍ସଫର ପାଇଁ ବ୍ୟବହୃତ ହେଉଥିଲା)
ବିକଳ୍ପ ଆପ: ଡ୍ରପବକ୍ସ କିମ୍ବା ଗୁଗଲ ଡ୍ରାଇଭ୍।

ବ୍ୟାନ ଆପ: କ୍ୱାଇ,ହେଲୋ,ଲାଇକି,ବିଗୋ ଲାଇଭ୍: ଭିଡିଓ ସେୟାରିଂ ଆପ୍ ।
ବିକଳ୍ପ ଆପ:ସେୟାର ଚାଟ୍ କିମ୍ବା ରୋପସୋ।

ବ୍ୟାନ ଆପ: କ୍ୟାମସ୍କାନର( ଦସ୍ତାବିଜର ଡିଜିଟାଲ ସ୍କାନିଂ ପାଇଁ ବ୍ୟବହୃତ ହେଉଥିଲା)
ବିକଳ୍ପ ଆପ: ଆଡୋବ୍ ସ୍କାନ୍,ମାଇକ୍ରୋସଫ୍ଟ ଅଫିସ ଓ ଗୁଗଲ ଡ୍ରାଇଭ୍।

ବ୍ୟାନ ଆପ: ୟୁସି ବ୍ରାଉଜର ଓ ଅପସ ବ୍ରାଉଜର( ଚାଇନିଜ୍ ସ୍ମାର୍ଟ ଫୋନ୍ ସହ ଆସୁଥିବା ବ୍ରାଉଜର)
ବିକଳ୍ପ ଆପ: ଗୁଗଲ କ୍ରୋମ୍,ବ୍ରେଭ୍ ଏବଂ ଆହୁରି ଅନେକ ଆପ୍ ଅଛି।

ବ୍ୟାନ ଆପ: ୟୁସି ନ୍ୟୁଜ୍( ଖବର,ଆର୍ଟିକଲ ସାଇଟ)
ବିକଳ୍ପ ଆପ: ଇନସର୍ଟ ଓ ଡେଲି ହଣ୍ଟ୍।

ବ୍ୟାନ ଆପ: ବାଇଡୁ ମ୍ୟାପ୍ *ମ୍ୟାପ ସମ୍ବନ୍ଧିୟ ସୂଚନା)
ବିକଳ୍ପ ଆପ: ଗୁଗଲ ମ୍ୟାପ୍, ମ୍ୟାପମାଇଇଣ୍ଡିଆ।

ବ୍ୟାନ ଆପ କ୍ଲବ୍ ଫ୍ୟାକ୍ଟ୍ରି ଓ ସେଇନ
ବିକଳ୍ପ ଆପ: ଫ୍ଲିପକାର୍ଟ,ଆମାଜନ ଓ ମିନ୍ତ୍ରା ଭଳି ଆପ୍।

ବ୍ୟାନ ଆପ: ଭାଇରସ କ୍ଲିନର (ସ୍ମାର୍ଟଫୋନ୍ ପାଇଁ ଆଣ୍ଟି ଭାଇରସ ଆପ୍)
ବିକଳ୍ପ ଆପ: ଅନେକ ବିକଳ୍ପ ଉପଲବ୍ଧ,ଯେମିତି ଆଭସ୍ତ ଆଣ୍ଟିଭାଇରସ।

Leave a Reply

Your email address will not be published. Required fields are marked *