ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୬୦୮୮ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ ହେଉଛି କରୋନା ଭାଇରସ । ପ୍ରଥମେ ରାଷ୍ଟ୍ର ପରେ ରାଷ୍ଟ୍ର ପରେ ରାଜ୍ୟ ପରେ ରାଜ୍ୟ ଆଉ ଏବେ ଜିଲ୍ଳା ପରେ ଜିଲ୍ଳାରେ କାୟା ବିସ୍ତାର କରି ଚାଲିଛି ।

ଗତ ୨୪ ଘଣ୍ଟାରେ ସର୍ବାଧିକ ୬୦୮୮ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୪୮ ଜଣ ପ୍ରାଣ ହରାଇଛନ୍ତି ।

ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ଏପର୍ଯ୍ୟନ୍ତ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୪୪୭ ରେ ପହଞ୍ଚିଥିବା ବେଳେ ୩୫୮୩ ଜଣଙ୍କର ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *