ଜନ୍ମବେଦୀରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତି; ଆଜି ବାହାରିବ ଆଡ଼ପ ଅବଢ଼ା

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉ । ଜନ୍ମବେଦୀରେ ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ଆଜିଠାରୁ ଆଡପ ମଣ୍ଡପରୁ ବାହାରିବ ଅବଢା । ମହାପ୍ରସାଦ ପାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଭକ୍ତମାନେ କିପରି ସୁରୁଖୁରୁରେ ଅବଢା ପାଇ ପାରିବେ ସେ ନେଇ କରାଯାଇଛି ବ୍ୟବସ୍ଥା। ମହାପ୍ରସାଦ ପାଇଁ ହୋଇଛି ଟୋକନ ବ୍ୟବସ୍ଥା। ଭକ୍ତ ସୁଆର ମହାସୁଆର ନିଯୋଗଠାରୁ ଟୋକନ ନେଇ ପାରିବେ। ମନ୍ଦିର ବାହାର କାଉଣ୍ଟରରେ ବୋଝିଆ ଦ୍ବାରା ମହାପ୍ରସାଦ ଦିଆଯିବ ବୋଲି ଦିଆଯିବ ବୋଲି ସୂଚନା।
ଗୋଟିପହଣ୍ଡିରେ ଯାଇ ବୁଧବାର ଦିନ ଆଡପ ମଣ୍ଡପ ବିଜେ କରିଛନ୍ତି ଶ୍ରୀଜିଉ ।

Leave a Reply

Your email address will not be published. Required fields are marked *