ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ବିୟୋଗ

ଭଦ୍ରକ: ଭଦ୍ରକ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭଦ୍ରକରୁ ରେକର୍ଡ ଥର ସଂସଦ ଯାଇଥିବା ଅର୍ଜୁନ ଚରଣ ସେଠୀଙ୍କର ଦେହାନ୍ତ । ସୋମବାର ସନ୍ଧ୍ୟା ୮ ଟା ୩୦ ସମୟରେ ତାଙ୍କର ବିୟୋଗ ଘଟିଛି ।
ବ୍ରେନ ଷ୍ଟ୍ରୋକରେ ପୀଡିତ ଥିବା ସ୍ବର୍ଗତ ସେଠୀ ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *