ପାଞ୍ଚଭୂତରେ ଲୀନ ହେଲେ ମହାରଥୀ

ପୁରୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ । ପୁଅ ରୁଦ୍ର ମହାରଥୀ ମୁଖାଗ୍ନି ଦେଇଛନ୍ତି । ବିଧାୟକ, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମସ୍ତଙ୍କ ଠାରୁ ଶେଷ ବିଦାୟ ନେଇଛନ୍ତି । ଶୋକାକୁଳ ପରିବେଶରେ ସମସ୍ତେ ବିଦାୟ ଦେଇଛନ୍ତି ପ୍ରିୟର ନେତାଙ୍କୁ । କିଏ ଘିଅ ତ ଆଉ କିଏ ଦି ଖଣ୍ଡ କାଠ । ମହାରଥୀଙ୍କ ଜୁଇରେ ପକାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛି । ହଜାର ହଜାର ଲୋକ, ପ୍ରଶଂସକ ଓ ସବୁ ଦଳର ନେତା ଏକାଠି ହୋଇ ମହାରଥୀଙ୍କ ଶେଷ ଦର୍ଶନ କରିବା ସହ ଶେଷ ଶ୍ରଦ୍ଧାଂଜଳି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *