ବଢୁଛି ସଂକ୍ରମଣ: ଭାରତରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ ହେଉଛି କରୋନା ଭାଇରସ । ପ୍ରଥମେ ରାଷ୍ଟ୍ର ପରେ ରାଷ୍ଟ୍ର ପରେ ରାଜ୍ୟ ପରେ ରାଜ୍ୟ ଆଉ ଏବେ ଜିଲ୍ଳା ପରେ ଜିଲ୍ଳାରେ କାୟା ବିସ୍ତାର କରି ଚାଲିଛି ।
ଗତ ୨୪ ଘଣ୍ଟାରେ ୬୩୮୭ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୭୦ ଜଣ ପ୍ରାଣ ହରାଇଛନ୍ତି ।

ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ଏପର୍ଯ୍ୟନ୍ତ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧,୭୬୭ ରେ ପହଞ୍ଚିଥିବା ବେଳେ ୪୩୩୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୪୪୩୫ ହଜାରରୁ ଉର୍ଦ୍ଧ୍ବ ଲୋକ ସୁସ୍ଥ ହେଲେଣି ।

Leave a Reply

Your email address will not be published. Required fields are marked *