ବାଲୁକା କଳାରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା

ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ୭୦ ତମ ଜନ୍ମ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଦିଆଯାଉଛି। ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକାକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇଛନ୍ତି। ପୁରୀର ସ୍ବର୍ଣ୍ଣିମ ବେଳାଭୂମି ରେ ଏକ ସୁନ୍ଦର ବାଲୁକା କଳାଟିଏ ସେ ତିଆରି କରିଛନ୍ତି । ଯେଉଁ ଥିରେକି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକୃତି କୁ ବାଲିରେ ଆଙ୍କି ଜନ୍ମ ଦିନ ର ଶୁଭେଚ୍ଛା ଦେଇଛନ୍ତି।

Leave a Reply

Your email address will not be published. Required fields are marked *