ମା’ କଟକ ଚଣ୍ଡୀଙ୍କ ରାଜରାଜେଶ୍ୱରୀ ବେଶ

କଟକ: ଶାରଦୀୟ ପୂଜା ପାଇଁ ଚଳଚଂଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ ମାନ । ସବୁଠି ଚାଲିଛି ମା’ଙ୍କ ଷୋଡଶ ଉପଚାର ପୂଜା ବିଧି। କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ମଧ୍ୟ ପ୍ରତ୍ୟେକ ଦିନ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି।

ଗତକାଲି ନାରାୟଣୀ ବେଶ ପରେ ଆଜି ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମାଆ । ପରିସ୍ଥିତି ସାମାନ୍ୟ ଥିଲେ ମାଆଙ୍କର ଏହି ଅଲୌକିକ ରୂପ ମାନ ଦର୍ଶନ କରିବାକୁ ମନ୍ଦିର ଦୁଆରେ ଭିଡ଼ ଲାଗିଥାନ୍ତା।

Leave a Reply

Your email address will not be published. Required fields are marked *