ମା’ ବିରାଜଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ପବିତ୍ର ମୂଳାଅଷ୍ଟମୀ ଠାରୁ ଆରମ୍ଭ ହୁଏ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ଷୋଡଶ ପୂଜା ଉପଚାର। ପୂର୍ବ ନିର୍ଧାରିତ ସାରଣୀ ଅନୁଯାୟୀ ବ୍ରହ୍ମ କୁଣ୍ଡରୁ ଘଣ୍ଟ ନିମର୍ଜନ ହୋଇ ମନ୍ଦିର ପ୍ରାଙ୍ଗଣରେ ଥିବା ଯଜ୍ଞକୁଣ୍ଡରେ ଠାରେ ସ୍ଥାପନା କରାଯାଇଛି I ଏହାପରେ ଆଜି ରାତିରେ ମା ଙ୍କର ମହାସ୍ନାନ କରାଯିବାପରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାତ୍ସବ I ଏହି ବର୍ଷ ଷୋଡଶଦିବସୀୟ ପୂଜା ମଧ୍ୟରେ ମଳ ମାସ ପଡ଼ିଥିବାରୁ ଚଳିତ ବର୍ଷ ୪୬ ଦିନ ପର୍ଯ୍ୟନ୍ତ ଷୋଡଶ ଦିଵସ୍ୟ ପୂଜା ଅନୁଷ୍ଠିତ ହେବ I

Leave a Reply

Your email address will not be published. Required fields are marked *