ସୁପରସୋନିକ୍ କ୍ରୁଜ ମିସାଇଲ୍ ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ସ୍ୱଦେଶୀ ବୁଷ୍ଟର ଏବଂ ଏୟାରଫ୍ରେମ୍ ସେକ୍ସନ ସହିତ ଅନ୍ୟ କେତେଗୁଡ଼ିଏ “ମେଡ଼୍ ଇନ୍ ଇଣ୍ଡିଆ” ଉପ ପ୍ରଣାଳୀରେ ସଂଯୁକ୍ତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପକ୍ଷମ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସକୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ସ୍ଥିତ ଆଇଟିଆର ଠାରୁ ଆଜି (30 ସେପ୍ଟେମ୍ବର, 2020) ପୂର୍ବାହ୍ନ 10.30 ମିନିଟ ସମୟରେ ସଫଳତାର ସହିତ ପରୀକ୍ଷଣ କରାଯାଇଛି ।ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ରେଞ୍ଜର ଲକ୍ଷ୍ୟ ଭେଦ କରିଛି । ସ୍ୱଦେଶୀକରଣର ବିସ୍ତାର ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।ଭୂପୃଷ୍ଠରୁ ଆକ୍ରମଣ କ୍ଷମତାଧାରୀ ଏହି ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ର (ଏଲଏସିଏମ)ର ସର୍ବାଧିକ ଗତି ମାକ 2.8 ଥିବା କୁହାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ସଫଳତା ସକାଶେ ଡିଆରଡିଓର ସମସ୍ତ ବୈଜ୍ଞାନିକ ତଥା କର୍ମଚାରୀ ଯେଉଁମାନେ କି ବ୍ରହ୍ମୋସ୍ ଟିମରେ ସାମିଲ ସେମାନଙ୍କୁ ବଧେଇ ଜଣାଇଛନ୍ତି ।ଡିଡ଼ି ଆର ଏଣ୍ଡ ଡ଼ି ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଏଭଳି ସଫଳତା ସକାଶେ ବୈଜ୍ଞାନିକ ଗୋଷ୍ଠୀ ଏବଂ ଏହି ପ୍ରକଳ୍ପ ଟିମକୁ ଶୁଭକାମନା ଜ୍ଞାପନ କରିଛନ୍ତି । ଆଜିର ଏହି ସଫଳ ଉତକ୍ଷେପଣ ଦ୍ୱାରା ଆତ୍ମ ନିର୍ଭର ଭାରତର ସଂକଳ୍ପ ସାକାର ହେବା ସହିତ ଶକ୍ତିଶାଳୀ ବ୍ରହ୍ମୋସ୍ ଅସ୍ତ୍ରବ୍ୟବସ୍ଥା ପାଇଁ ସ୍ୱଦେଶୀ ବୁଷ୍ଟର ଏବଂ ଅନ୍ୟ ସ୍ୱଦେଶୀ ଉପକରଣର ଶୃଙ୍ଖଳାବଦ୍ଧ ଉତ୍ପାଦନର ମାର୍ଗ ପ୍ରଶସ୍ତ ହୋଇପାରିଛି ।

କରୋନା ମୁକବିଲା ନେଇ ଓଡିଶାକୁ ‘ହୁ’ ର ପ୍ରଶଂସା

ଭୁବନେଶ୍ୱର: କୋଭିଡ ମୁକାବିଲା ନେଇ ଓଡ଼ିଶାକୁ WHO ପ୍ରଶଂସା କରିଛି । କୋଭିଡ ମୁକାବିଲାରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏହାସହ GPକୁ ସ୍ବତନ୍ତ୍ର…

Read More

ହାଥରସ ଗଣଦୁଷ୍କର୍ମ ମାମଲା: ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ୟୁପି ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଛି। ଗୃହ ସଚିବଙ୍କ ନେତୃତ୍ୱରେ ୩ ଜଣିଆ ଏସଆଇଟି ଟିମ୍ ଗଠନ…

Read More

ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା

ପୁରୀ: ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା । ମନ୍ଦିର ଭିତରକୁ ପାନ, ଗୁଟଖା ଖାଇ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଶ୍ରୀମନ୍ଦିର ପରିସରରେ କୌଣସି…

Read More

ଲୋକପ୍ରିୟ ପତ୍ରିକା ଜହ୍ନମାମୁଁର କାର୍ଟୁନିଷ୍ଟ କେ.ସି ଶିବଶଙ୍କର ଦେହାନ୍ତ

ଭୁବନେଶ୍ୱର: ଲୋକପ୍ରିୟ ପତ୍ରିକା ‘ଜହ୍ନମାମୁଁ’ର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କରଙ୍କ ଦେହାନ୍ତ ଘଟିଛି। ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ…

Read More

ତିର୍ତ୍ତୋଳ ସମେତ ଏହିସବୁ ଅଞ୍ଚଳରେ ଯୋଗାଯୋଗର ନୂଆ ଯୁଗ ଆରମ୍ଭ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ-Posal ହାଇ ଲେବେଲ ସେତୁ ଏବଂ ପୂର୍ତ୍ତ…

Read More

ଜନସାଧାରଣଙ୍କୁ ତାପଙ୍ଗ ମନା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଂଚଳ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଚର୍ଚ୍ଚିତ ସ୍ଥାନ ପାଲଟି ଯାଇଥିଲା । ଏହାର…

Read More

୯୧ ବର୍ଷରେ ପାଦ ଥାପିଲେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର

ନୂଆଦିଲ୍ଲୀ: ଭାରତର ସୁପ୍ରସିଦ୍ଧ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେସ୍‌ଙ୍କର ଆଜି ୯୧ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ…

Read More

ଅନ୍ତର୍ଜାତୀୟ କ୍ରିକେଟର କ୍ରିଷ୍ଟୋଫର ମୋରିସଙ୍କ ଜର୍ସିରେ ନୀଳାଚଳଙ୍କ ନାମ, ଜାଣନ୍ତୁ ସେ କିଏ

ଭୁବନେଶ୍ୱର: କରୋନା ପାଇଁ ସଭିଙ୍କ ଜୀବନ ଅସ୍ତବ୍ୟସ୍ତ । ଏହି କରୋନା ଅନ୍ତର୍ଜାତୀୟ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ସଜାଇଛି ପରିବା ବ୍ୟବସାୟୀ । ନିଳାଚଳଙ୍କ ଦୋକାନରେ ବରିଷ୍ଠ…

Read More

ସୁନ୍ଦରଗଡରେ ଘରେ ପଶି ଦମ୍ପତ୍ତିଙ୍କୁ ହତ୍ୟା ଅଭିଯୋଗ

ସୁନ୍ଦରଗଡ: ଦିନକୁ ଦିନ ବଢୁଛି ବର୍ବରତା । ମଣିଷତ୍ୱ ଭୁଲି ଯାଉଛି ମଣିଷ । ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗାଁରେ ଘଟିଛି ଡବଲ…

Read More