ଦେଶ- ବିଦେଶ
ଦୁବାଇ ରେ ଦୁର୍ଦ୍ଦଶା ଗ୍ରସ୍ତ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁ.ଏ.ଇ ର ସହାୟତା
ଦୁବାଇ: ଦୁବାଇ ରେ ଅଟକବନ୍ଦୀ ହୋଇ ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁନାଇଟେଡ଼ ଆରବ ଏମିରେଟସ (ଓ.ସ.ୟୁ.ଏ. ଇ ) ଦ୍ୱାରା ଉଦ୍ଧାର…
ଟ୍ରମ୍ପ ଦମ୍ପତ୍ତିଙ୍କୁ କରୋନା
ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କରୋନା । ତାଙ୍କ ସହ ଆମେରିକାର ଫାଷ୍ଟ ଲେଡି ମଲେନିଆ ଟ୍ରମ୍ପ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଦୁଇ ଜଣଙ୍କର…
ୟୁପି ଗଣଦୁଷ୍କର୍ମ ଘଟଣା: ପୀଡିତାଙ୍କ ପରିବାର ସହ କଥା ହେଲେ ଯୋଗୀ
ହାଥରସ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଏବେ ସାରାଦେଶରେ ପାଲଟିଛି ଚର୍ଚ୍ଚାର ବିଷୟ । ଏହାକୁ ନେଇ ଚାରିଆଡେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଏହା ମଧ୍ୟରେ ପୀଡିତାଙ୍କ…
ସୁପରସୋନିକ୍ କ୍ରୁଜ ମିସାଇଲ୍ ବ୍ରହ୍ମୋସ୍ର ସଫଳ ପରୀକ୍ଷଣ
ସ୍ୱଦେଶୀ ବୁଷ୍ଟର ଏବଂ ଏୟାରଫ୍ରେମ୍ ସେକ୍ସନ ସହିତ ଅନ୍ୟ କେତେଗୁଡ଼ିଏ “ମେଡ଼୍ ଇନ୍ ଇଣ୍ଡିଆ” ଉପ ପ୍ରଣାଳୀରେ ସଂଯୁକ୍ତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପକ୍ଷମ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସକୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ସ୍ଥିତ ଆଇଟିଆର ଠାରୁ ଆଜି (30 ସେପ୍ଟେମ୍ବର, 2020) ପୂର୍ବାହ୍ନ 10.30 ମିନିଟ ସମୟରେ ସଫଳତାର ସହିତ ପରୀକ୍ଷଣ କରାଯାଇଛି ।ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ରେଞ୍ଜର ଲକ୍ଷ୍ୟ ଭେଦ କରିଛି । ସ୍ୱଦେଶୀକରଣର ବିସ୍ତାର ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।ଭୂପୃଷ୍ଠରୁ ଆକ୍ରମଣ କ୍ଷମତାଧାରୀ ଏହି ବ୍ରହ୍ମୋସ୍ କ୍ରୁଜ୍ କ୍ଷେପଣାସ୍ତ୍ର (ଏଲଏସିଏମ)ର ସର୍ବାଧିକ ଗତି ମାକ 2.8 ଥିବା କୁହାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ସଫଳତା ସକାଶେ ଡିଆରଡିଓର ସମସ୍ତ ବୈଜ୍ଞାନିକ ତଥା କର୍ମଚାରୀ ଯେଉଁମାନେ କି ବ୍ରହ୍ମୋସ୍ ଟିମରେ ସାମିଲ ସେମାନଙ୍କୁ ବଧେଇ ଜଣାଇଛନ୍ତି ।ଡିଡ଼ି ଆର ଏଣ୍ଡ ଡ଼ି ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀ ଏଭଳି ସଫଳତା ସକାଶେ ବୈଜ୍ଞାନିକ ଗୋଷ୍ଠୀ ଏବଂ ଏହି ପ୍ରକଳ୍ପ ଟିମକୁ ଶୁଭକାମନା ଜ୍ଞାପନ କରିଛନ୍ତି । ଆଜିର ଏହି ସଫଳ ଉତକ୍ଷେପଣ ଦ୍ୱାରା ଆତ୍ମ ନିର୍ଭର ଭାରତର ସଂକଳ୍ପ ସାକାର ହେବା ସହିତ ଶକ୍ତିଶାଳୀ ବ୍ରହ୍ମୋସ୍ ଅସ୍ତ୍ରବ୍ୟବସ୍ଥା ପାଇଁ ସ୍ୱଦେଶୀ ବୁଷ୍ଟର ଏବଂ ଅନ୍ୟ ସ୍ୱଦେଶୀ ଉପକରଣର ଶୃଙ୍ଖଳାବଦ୍ଧ ଉତ୍ପାଦନର ମାର୍ଗ ପ୍ରଶସ୍ତ ହୋଇପାରିଛି ।
ହାଥରସ ଗଣଦୁଷ୍କର୍ମ ମାମଲା: ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କଲେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ : ୟୁପି ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଛି। ଗୃହ ସଚିବଙ୍କ ନେତୃତ୍ୱରେ ୩ ଜଣିଆ ଏସଆଇଟି ଟିମ୍ ଗଠନ…
ଲୋକପ୍ରିୟ ପତ୍ରିକା ଜହ୍ନମାମୁଁର କାର୍ଟୁନିଷ୍ଟ କେ.ସି ଶିବଶଙ୍କର ଦେହାନ୍ତ
ଭୁବନେଶ୍ୱର: ଲୋକପ୍ରିୟ ପତ୍ରିକା ‘ଜହ୍ନମାମୁଁ’ର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କରଙ୍କ ଦେହାନ୍ତ ଘଟିଛି। ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ…
ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ ସସ୍ମିତ ପାତ୍ର
ନୂଆଦିଲ୍ଲୀ: ରାଜ୍ୟସଭା ପରିଚାଳନା କରୁଛନ୍ତି ଓଡ଼ିଆ ସାଂସଦ ସସ୍ମିତ ପାତ୍ର । ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସୂଚନୁସାରେ,…
ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ
ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ମୋ ବିଚ୍ କାର୍ଯ୍ୟକ୍ରମ ଅଧିନରେ ବଡ ଧରଣର ସଫେଇ କାର୍ଯ୍ୟ ଆରମ୍ଭ…
ସମ୍ବଲପୁରୀ ମାସ୍କରେ ସୀତାରମଣ
ସକାଳବ୍ୟୁରୋ: ପୁଣିଥରେ ସଂସଦରେ ଓଡ଼ିଶାର ମାନ ବଢ଼ାଇଲେ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ । ସୋମବାର ଦିନ ବସିଥିବା ମୋୖସୁମୀ ଅଧିବେଶନରେ ନିର୍ମଳା ମୁଁହରେ ସମ୍ବଲପୁରୀ ମାସ୍କ…